Browsing Category
ଓଡିଶା
ବଣାଇ : ବାଉଁଶ ଗଜା କରଡ଼ି ଚାଲାଣ କରୁଥିବା ମାଫିଆଙ୍କ ଉପରେ ବନ ଵିଭାଗ ର ଚଢ଼ାଉ।। ୭୦ କେଜି ବଂଶ କରଡ଼ି ଗଜା ଜବତ୍।
ବଣାଇ:୨୦/୯(ସତ୍ୟାନ୍ୟୁଜ) ବଣାଇ ବନଖଣ୍ଡ ପକ୍ଷରୁ ବିଭିନ୍ନ ଫରେଷ୍ଟ ରେଞ୍ଜ ରେ ଚଢ଼ାଉ କରା ଯାଇ ୭୦ କେଜି ବାଉଁଶ କରଡ଼ି ଗଜା ଜବତ୍ କରା ଯାଇଛି। ବନ ବିଭାଗର ଅଚାନକ ଚଢ଼ାଉ ରେ ଜଙ୍ଗଲ ଜାତ ଦ୍ରବ୍ୟ ଲୁଟ୍ କରୁଥିବା ମାଫିଆ ମାନେ ଫେରାର ହୋଇ ଯାଇଛନ୍ତି।ତେବେ ଜଙ୍ଗଲରୁ ବିଭିନ୍ନ ମୂଲ୍ୟବାନ କାଠ!-->…
Read More...
Read More...
ବିରମିତ୍ରପୁର: ଷ୍ଟେଟ୍ ବ୍ୟାଙ୍କଏଟିଏମ୍ ଲୁଟ୍ ଉଦ୍ୟମ।। ଗ୍ୟାସ କଟର କାଉଣ୍ଟର କାଟିବା ବେଳେ ନିଆଁ ଲାଗି ଗଲା।। ଧରା…
ବିରମିତ୍ରପୁର : ୨୦/୯(ସତ୍ୟାନ୍ୟୁଜ) ପୁଣି ସକ୍ରିୟ ହୋଇ ଉଠିଛନ୍ତି ଏଟିଏମ୍ କାଉଣ୍ଟର ଲୁଟେରା। ଆଜି ଭୋରୁ ବିରମିତ୍ରପୁର ଥାନା ଅନ୍ତର୍ଗତ ରାଏବଗା ରୋଡ ରେ ଥିବା ଷ୍ଟେଟ୍ ବ୍ୟାଙ୍କ୍ ଏଟିଏମ୍ ରେ ଲୁଟେରା ମାନେ ଚୋରି କରିବାକୁ ଆସିଥିଲେ। ଗ୍ୟାସ କଟର୍ ସାହାଯ୍ୟରେ ଏଟିଏମ୍ କୁ କାଟି ଟଙ୍କା!-->…
Read More...
Read More...
ରାଉରକେଲା: ବାଇକ୍ କୁ ଧକ୍କା ଦେଇ କାର ନେଇ ପଳାଇଲା ଡ୍ରାଇଭର।। ବାଇକ୍ ଚାଳକ ମୃତ।। ଘଟଣା ସ୍ଥଳରେ ପୋଲିସ୍।
ରାଉରକେଲା : ୧୯/୯(ସତ୍ୟାନ୍ୟୁଜ) କାର ଧକ୍କାରେ ବାଇକ୍ ଆରୋହୀ ମୃତ। ବାଇକ୍ କୁ ଧକ୍କା ଦେବା ପରେ କାର ଧରି ଚାଳକ ଫେରାର ହୋଇ ଯାଇଛି। ଏପରି ଘଟଣା ଘଟିଛି ଲାଠିକଟା ଥାନା ଅନ୍ତର୍ଗତ ସିଉଡ଼ି ନିକଟ ୧୪୩ ନମ୍ୱର୍ ଜାତୀୟ ରାଜପଥରେ।ପ୍ରାୟ ସନ୍ଧ୍ୟା ୯ ଟା ସମୟରେ ଜଣେ ବ୍ୟକ୍ତି ବାଇକ୍ ରେ ଘରକୁ!-->…
Read More...
Read More...
ରାଉରକେଲା : “ସେବା ସଂକଳ୍ପ ଅଭିଯାନ ” – ୨୦୨୬ ର ଶୁଭାରମ୍ବ।। ଏକମାସ ଧରି ଚାଲିବ।। ପ୍ରଥମ ଦିନରେ…
ସେବା ସଂକଳ୍ପ ଅଭିଯାନ"-୨୦୨୬ ର ଶୁଭାରମ୍ଭ। କୁଆରମୁଣ୍ଡା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଠାରେ ସାଂସଦଙ୍କ ସଫେଇ ଅଭିଯାନରାଉରକେଲା, ୧୮/୦୯/୨୦୨୬: ସମଗ୍ର ରାଜ୍ୟରେ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ର କାର୍ଯ୍ୟକ୍ରମ ଚାଲିଛି । ଏହି ଅଭିଯାନ ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ!-->…
Read More...
Read More...
ରାଉରକେଲା: ଅକ୍ଟୋବର ୪ ତାରିଖରେ କେନ୍ଦ୍ରୀୟ ପୂଜା କମିଟି ନିର୍ବାଚନ।। ସକାଳ ୯ ଟା ରୁ ୩ ଟା ପର୍ଯ୍ୟନ୍ତ ମତଦାନ।
୪ ଅକ୍ଟୋବରରେ ହେବ କେନ୍ଦ୍ରୀୟ ପୂଜା କମିଟିର ନିର୍ବାଚନ।
ରାଉରକେଲା:୧୮/୯/୨୬:(ସତ୍ୟାନ୍ୟୁଜ) ଶାରଦୀୟ ଦୁର୍ଗାପୂଜା, କାଳୀପୂଜା ଓ ଲକ୍ଷ୍ମୀପୂଜାର ସୁପରିଚାଳନା ନିମନ୍ତେ ଗଠିତ କେନ୍ଦ୍ରୀୟ ପୂଜା କମିଟି (ସିପିସି), ରାଉରକେଲାର ଚଳିତ ୨୦୨୬-୨୭ ବର୍ଷ ପାଇଁ ସାଧାରଣ ସଚିବ ଓ କୋଷାଧ୍ୟକ୍ଷ!-->!-->!-->…
Read More...
Read More...
ସୁନ୍ଦରଗଡ଼ : ରାଜସ୍ୱ ମନ୍ତ୍ରୀଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ।। ବିଭିନ୍ନ ପ୍ରସଙ୍ଗ ଉପରେ ସମୀକ୍ଷା ବୈଠକ।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ
ସୁନ୍ଦରଗଡ଼, ୧୯/୦୯/୨୬:(ସତ୍ୟାନ୍ୟୁଜ) ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଦିନିକିଆ!-->!-->!-->…
Read More...
Read More...
ବୃନ୍ଦାବନ : ଆଜି ରାଧାଷ୍ଟମୀ। ଶ୍ରୀ ରାଧାରାଣୀଙ୍କ ଜନ୍ମସ୍ଥାନ ବର୍ଷାଣା ରେ ହୋଇଛି ପ୍ରବଳ ଭିଡ।।
ବୃନ୍ଦାବନ : (ସତ୍ୟାନ୍ୟୁଜ) ଆଜି ରାଧାଷ୍ଟମୀ। ଶ୍ରୀ ରାଧାରାଣୀ ଙ୍କ ଆଜି ଜନ୍ମଦିନ। ରାଧାରାଣୀଙ୍କ ଜନ୍ମଭୂମି ଭାବେ ପରିଚିତ ବର୍ଷାଣା। ଏଠାରେ ରହିଛି ପ୍ରସିଦ୍ଧ ଶ୍ରୀ ରାଧାରାଣୀ ମନ୍ଦିର। ଭକ୍ତଙ୍କ ବିଶ୍ୱାସ, ଏହି ପବିତ୍ର ଧାମରେ ରାଧାରାଣୀଙ୍କ ଦର୍ଶନ କଲେ ଜୀବନରେ ପ୍ରେମ, ଶାନ୍ତି ଓ!-->…
Read More...
Read More...
ରାଉରକେଲା: ସର୍କିଟ ହାଉସ୍ ଘଟଣାରେ ରାଜସ୍ୱ ମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ।। ଜିଲ୍ଲାପାଳଙ୍କ ଦାୟିତ୍ୱରେ ସର୍କିଟ…
ରାଉରକେଲା : ୧୯/୯(ସତ୍ୟାନ୍ୟୁଜ) ସର୍କିଟ ହାଉସ୍ ଦାୟିତ୍ୱରେ ରହିବେ ଜିଲ୍ଲାପାଳ। ପୂର୍ବରୁ ଉପଜିଲ୍ଲାପାଳ ଦାୟିତ୍ୱରେ ଥିଲେ। ଦାୟିତ୍ୱରେ ଥିବା ନାଜିର ଙ୍କୁ ଏହି କାର୍ଯ୍ୟରୁ ଅନ୍ତର କରାଯାଇଛି । ରାଉରକେଲା ସର୍କିଟ ହାଉସ୍ ରେ ଘଟି ଯାଇଥିବା ବିଭିନ୍ନ ପ୍ରସଙ୍ଗ ଉପରେ ରାଜସ୍ୱ ମନ୍ତ୍ରୀ ସୁରେଶ!-->…
Read More...
Read More...
ଭୁବନେଶ୍ବର : ପାଣିରେ କାର ଭାସି ଯାଇ ଗୋଟିଏ ପରିବାରରେ ୭ ସଦସ୍ୟ ମୃତ।। ସମସ୍ତେ ଜୟଦେବ ବିହାର ଅଞ୍ଚଳର।।…
ଭୁବନେଶ୍ବର: ୧୯/୯(ସତ୍ୟାନ୍ୟୁଜ) ଭାସିଗଲା କାର। କାରରେ ଥିବା ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ। ଡ୍ରାଇଭର ମଧ୍ୟ ମୃତ୍ୟୁ ବରଣ କରିଛନ୍ତି। ମୃତକଙ୍କ ମଧ୍ୟ ରେ ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳ ର ଗୋଟିଏ ପରିବାରର ୭ ଜଣ ସଦସ୍ୟ ଅଛନ୍ତି। କାରରେ ଥିଲେ ଭୁବନେଶ୍ୱର ର ବନମାଳୀ ବେହେରାଙ୍କ!-->…
Read More...
Read More...
ରାଉରକେଲା : ରାଜ୍ୟସ୍ତରୀୟ ରୋଡ ସାଇକ୍ଲିଙ୍ଗ ଚମ୍ପିଆନଶିପ ଉଦ୍ଘାଟିତ।। ୩ ଦିନ ଧରି ଚାଲିବ।। ସକାଳ ୭ ରୁ ଦିନ ୩ଟା…
୪୩ତମ ରାଜ୍ୟସ୍ତରୀୟ ରୋଡ୍ ସାଇକ୍ଲିଂ ଚାମ୍ପିୟନଶିପ୍ ଓ ଅସ୍ମିତା ସାଇକ୍ଲିଂ ଟୁର୍ଣ୍ଣାମେଣ୍ଟ ଆରମ୍ଭ। ୩ ଦିନ ଧରି ଚାଲିବ।ରାଉରକେଲା : ୧୯/୯(ସତ୍ୟାନ୍ୟୁଜ) ରାଉରକେଲାରେ ଆରମ୍ଭ ହୋଇଛି ୪୩ତମ ରାଜ୍ୟସ୍ତରୀୟ ରୋଡ୍ ସାଇକ୍ଲିଂ ଚାମ୍ପିୟନଶିପ୍ ଏବଂ ଅସ୍ମିତା ସାଇକ୍ଲିଂ ଟୁର୍ଣ୍ଣାମେଣ୍ଟ। ଓଡ଼ିଶା!-->…
Read More...
Read More...