ବଣାଇ : ମଣ୍ଡି ଅବ୍ୟବସ୍ଥା ପ୍ରତିବାଦରେ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟପାଳଙ୍କୁ ସ୍ମାରକପତ୍ର।। ମଣ୍ଡିରେ ସିସିଟିଭି ସହ ଶୌଚାଳୟ ବ୍ୟବସ୍ଥା ଦାବି।

0 338

ବଣାଇ : ୧୨/୧ (ସତ୍ୟାନ୍ୟୁଜ)
ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ର ବିଭିନ୍ନ ମଣ୍ଡିର ଅବ୍ୟବସ୍ଥା ଅଭିଯୋଗ କରି ଶୁକ୍ରବାର ଦିନ ବେଜେପି କୃଷକ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଭିନ୍ନ ମଣ୍ଡିରେ ହେଉଥିବା କଟନୀ ଛଟାଣି କୁ ବିରୋଧ କରାଯାଇଛି। ଏହାସହ ମଣ୍ଡିରେ ସିସିଟିଭି ଲଗାଇବା ସହ ଶୌଚାଳୟର ବ୍ୟବସ୍ଥା କରିବାକୁ ଦାବି ହୋଇଛି। ମଣ୍ଡିର ଏହି ଅବ୍ୟବସ୍ଥା ବାବଦରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ବଣାଇ ଉପଜିଲ୍ଲାପାଳ ଙ୍କ ମାଧ୍ୟମରେ ପଠାଯାଇଛି।

Leave A Reply

Your email address will not be published.