ସହିଦ ଅମୀୟ ଦାସ ହକି ଟୁର୍ଣ୍ଣାମେଣ୍ଟ ଉଦଯାପିତ।। ଭାଗନେଲେ ୮୦ ଟି ଦଳ ।

0 365

ସୁନ୍ଦରଗଡ଼ ଜିଲ୍ଲାରେ ହକି ଖେଳର ପ୍ରସାର ପାଇଁ ବିଭିନ୍ନ ଟୁଣ୍ଣାମେଣ୍ଟ ଆୟୋଜନ କରାଯାଉଛି। ଖଣି ଖାଦାନ ଭରା କୋଇଡା ବ୍ଲକର ରକ୍ସିଠାରେ ଆୟୋଜିତ ସହିଦ ଅମୀୟ ଦାସ ହକି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ଖେଳ ଦିବସରେ ଅୟୋଜିତ ଉତ୍ସଵ ରେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ସୁନ୍ଦରଗଡ଼ ଜଲ୍ଲାପାଳ ନିଖିଲ ପବନ କଲ୍ୟାଣ ଯୋଗଦେଇ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ


ଦୀର୍ଘ ୨୫ ବର୍ଷ ହେଲା ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇ ଅନେକ କ୍ରୀଡ଼ା ପ୍ରତିଭାଙ୍କୁ ସୁଯୋଗ ଦିଆଯାଉଛି। ରାଜ୍ୟ ଏବଂ ରାଜ୍ୟ ବାହାରୁ ବହୁ ହକି ଟିମ ଏହି
ଟୁର୍ଣ୍ଣାମେଣ୍ଟ ରେ ଯୋଗ ଦେଇଥାନ୍ତି । ଚଳିତ ବର୍ଷ ଓଡିଶା ଓ ଝାଡଖଣ୍ଡର ବିଭିନ୍ନ ପ୍ରାନ୍ତରୁ ମୋଟ ୮୦ଟି ଟିମ ଭାଗ ନେଇଥିଲେ।

Leave A Reply

Your email address will not be published.