ସୁନ୍ଦରଗଡ : ସ୍କୁଲ ନିକଟରୁ ଯୁବକଙ୍କ ଶବ ଉଦ୍ଧାର।। ଯୁବକଙ୍କ ଗଳା କାଟି ହତ୍ୟା କରାଯାଇଥିବା ସନ୍ଦେହ।। ପୋଲିସ ତଦନ୍ତ ଜାରି।

0 545

ସୁନ୍ଦରଗଡ : ୧୩/୩ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଧରୁଆଡିହି ଥାନା କୁଲଟା ପଞ୍ଚାୟତର ଲମଟି ଗ୍ରାମ ସ୍କୁଲ ନିକଟରେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ଲମଟି ଗ୍ରାମର ୪୮ ବର୍ଷୀୟ ଦେବାନନ୍ଦ ସୁନ୍ୟାନି। କୌଣସି ଏକ ଧାରୁଆ ଅସ୍ତ୍ର ରେ ତାର ଗଳା କାଟି ହତ୍ୟା କରାଯାଉଥିବା ସନ୍ଦେହ କରାଯାଉଛି। ହତ୍ୟା ପଛର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଆଜି ସକାଳୁ ସ୍ଥାନୀୟ ଲୋକେ ଦେବାନନ୍ଦ ର ମୃତ ଦେହ ଦେଖି ପୋଲିସ କୁ ଖବର ଦେଇଥିଲେ।

Leave A Reply

Your email address will not be published.